16/07/2026
ଜୟ ଜଗନ୍ନାଥ! ❤️🙏
ବଡ଼ଦାଣ୍ଡରେ ଦର୍ଶନ ଦେଲେ ମହାବାହୁ… 🙏
ଆଜି ପବିତ୍ର ବଡ଼ଦାଣ୍ଡରେ ଭକ୍ତବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଚକାଡୋଳାଙ୍କ ଦର୍ଶନ କରି ତାଙ୍କ ଆଶୀର୍ବାଦ ଲାଭ କରିବା।
ଦେଖନ୍ତୁ ଚକାଡୋଳାକୁ… କୁହନ୍ତୁ – ଜୟ ଜଗନ୍ନାଥ! ❤️🙏