Gayatree Goat resource Farm

Gayatree Goat resource Farm Gayatree Goat resource farm was founded in 2018, with a vision to integrate technology and agriculture.

We focused on the animal husbandry and improve much neglected Indian goats businesses.

happy Rakhya Bandhan
21/08/2024

happy Rakhya Bandhan

21/08/2023

ଛେଳିମାନଙ୍କ ଦେଖା ରଖା କରିବା ପାଇଁ 4 ଜଣ ଆବଶ୍ୟକ । ଆପଣଙ୍କ ନିକଟରେ କେହିଥିଲେ , କମେଣ୍ଟରେ ନମ୍ବର ଦିଅନ୍ତୁ ।
1.ରହିବା ମାଗଣା
2.ଖାଇବା ମାଗଣା
3.ପିଲାଙ୍କ ପାଠ ପଢା ସମସ୍ତ ଖର୍ଛ ସମ୍ପୁର୍ଣ୍ଣ ବହନ କରାଯିବ ।
4. ବାହାରକୁ ବୁଲେଇ ନିଆଯିବ ବର୍ଷ ଶେଷରେ।
5. ଦଶହରା ,ଦୀପାବଳି ରେ ଉପହାର ମିଳିବ ।

ଆମ ପରିବାରର ସଦସ୍ୟ ପରି ରହିବେ ।
ଆପଣଙ୍କ ନିକଟରେ କେହିଥିଲେ , କମେଣ୍ଟରେ ନମ୍ବର ଦିଅନ୍ତୁ

ପୋଷ୍ଟକୁ ସେୟାକରିଦିଅନ୍ତୁ । ଗୋଟିଏ ଗରିବ ପରିବାର‌ ପାଖରେ ପହଞ୍ଚିଲେ ଉପକୃତ ହେଇଯିବ ।

21/08/2023

ଆପଣଙ୍କ ପାଇଁ ମଟନ ବ୍ୟବସାୟ ଉପରେ ସୁବର୍ଣ୍ଣ ସୁଯୋଗ । ଆପଣ ଅର୍ଡର କରନ୍ତୁ ସୁଲଭମୂଲ୍ୟରେ ସୁସ୍ବାଦୁ ଦେଶୀ ମଟନ ପାଆନ୍ତୁ ।
ଦେଶୀ ଖାସି ଛେଳି
ଦେଶୀ ଖାସି ନହେବା ଛେଳି

ଆପଣଙ୍କ ପାଖରେ ସବୁ ସମୟରେ ଉପଲବ୍ଧ ହେବ ।

ଆପଣ ଚାହିଁଲେ ଆପଣଙ୍କ ଅଞ୍ଚଳର ସମସ୍ତ ବାହାଘର ଅର୍ଡର ନେଇ ଲାଭବାନ ହୋଇପାରିବେ । ବିନା କୌଣସି ପରିଶ୍ରମରେ ଅଧିକ ଲାଭବାନ ହୋଇପାରିବେ ।

11/12/2022

ଅତି ସୁସ୍ୱାଦୁ ମଟନ ମହଯୁଦ ରହିଛି। ଯେଉଁ ଭାଇମାନଙ୍କର ମଟନ ଆବଶ୍ୟକ ମେସେଜ କରନ୍ତୁ। ଆଜି ହିଁ ଅର୍ଡର କରନ୍ତୁ। ଆମ ସହିତ ଯୋଗାଯୋଗ କରି ଆପଣଙ୍କ ବ୍ୟବସାୟ ଆଗକୁ ବଢାନ୍ତୁ ।

05/10/2022

wish you happy vijaya dasami to all my friends

22/09/2022

ଯଦି କୌଣସି ବ୍ୟକ୍ତି ବିଶେଷ ଆମ ସହିତ ଯୋଡି ହୋଇ ଡିଲର,ଚାନେଲ୍ ପାର୍ଟନର କିମ୍ବା ଫ୍ରାଞ୍ଚାଇଜ ନେବାକୁ ଚାହାନ୍ତି ଆଜି ହିଁ ଯୋଗାଯୋଗ କରନ୍ତୁ ସମ୍ପୁର୍ଣ୍ଣ ଲାଭ ଉଠାନ୍ତୁ।

22/09/2022

ଛେଳି ଏବଂ ଗାଈ ଫାର୍ମ ନିମନ୍ତେ ଯଦି କୌଣସି ବ୍ୟକ୍ତି ଛେଳି ଓ ଗାଈ ତଦାରଖ ପାଇଁ 4 ଜଣ ସଦସ୍ୟ ଆବଶ୍ୟକ । ଆପଣଙ୍କ ଆଖ ପାଖରେ ଯଦି କୌଣସି ସଦସ୍ୟମାନେ କାମ କରିବାକୁ ଇଛୁକ ମେସେଜ କରନ୍ତୁ ।

1.ରହିବା ପାଇଁ ଉପଯୁକ୍ତ ଗୃହ ଅଛି , ଏହା ସମ୍ପୂର୍ଣ୍ଣ ମାଗଣା ।
2.ଖାଇବା ଯୋଗାଇ ଦିଆଯିବ ।
3. ମେଡ଼ିକାଲ ଇନ୍ସୁରାନସ କରାଯିବ ।
4. ବାର୍ଷିକ 1ଥର ବାହାର ରାଜ୍ୟକୁ ବୁଲିବାକୁ ନିଆଯିବ ।
5. ଯଦି ଆପଣ ବିବାହିତ ପୁରୁଷ ଓ ସ୍ତ୍ରୀ ଉଭୟ ରୁହନ୍ତି । ଆପଣଙ୍କ ପିଲାଙ୍କ ପାଠପଢା ସମ୍ପୁର୍ଣ୍ଣ ମାଗଣା ଯୋଗାଇ ଦିଆଯିବ ।

ଆପଣ ଅଧିକ ମାତ୍ରାରେ ସେୟାର କରନ୍ତୁ । ଯାହାକି କାମ ଖୋଜୁଥିବା ବ୍ୟକ୍ତି ଉପକୃତ ହୋଇପାରିବେ ।

Address

Ganjam

Telephone

+918686249070

Website

Alerts

Be the first to know and let us send you an email when Gayatree Goat resource Farm posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gayatree Goat resource Farm:

Share