Jagruti Business Centre & Jagruti Digital Service

Jagruti Business Centre & Jagruti Digital Service AADHAAR SEVA KENDRA
COMMON SERVICE CENTRE
JANA SEVA KENDRA
ଆଧାର ସେବା କେନ୍ଦ୍ର
ଜନ ସେବା କେନ୍ଦ୍ର Comfortable Seating

02/05/2026
26/10/2024

ଯେଉଁ ଛୋଟ ବଡ ସମସ୍ତ ମାଛ-ଚାଷୀ ଓ ମାଛ-ବ୍ୟବସାୟୀ ଭାଇ ଭଉଣୀ ମାନେ ନିଜ ମାଛ-ଚାଷ କିମ୍ବା ମାଛ-ବ୍ୟବସାୟକୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ପଞ୍ଜିକୃତ କରି ନାହାଁନ୍ତି ସେମାନେ ଭବିଷ୍ୟତରେ ସରକାରଙ୍କ ଠାରୁ ସମସ୍ତ ସୁବିଧା ଓ ସହଯୋଗ ପାଇବା ପାଇଁ ଏବେଠାରୁ ନିଜକୁ କେନ୍ଦ୍ର ସରକାରଙ୍କ ନିକଟରେ ପଞ୍ଜିକୃତ କରାଇ ନିଅନ୍ତୁ। ପ୍ରତ୍ୟେକ ପଞ୍ଜିକୃତ ମାଛ-ଚାଷି ଓ ମାଛ- ବ୍ୟବସାୟୀଙ୍କୁ କେନ୍ଦ୍ର ସରକାର ଏକ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି। ସବିଶେଷ ତଥ୍ୟ ଜାଣିବା ପାଇଁ ନିକଟସ୍ଥ "ଜନ ସେବା କେନ୍ଦ୍ର" କିମ୍ବା "ମୋ ସେବା କେନ୍ଦ୍ର" ସହିତ ଯୋଗାଯୋଗ କରନ୍ତୁ ।

Address

JAGRUTI BUSINESS CENTRE, AT: AMANA, PO: SANJAPADA, DIST: DHENKANAL, ODISHA, PIN
Anugul
759128

Alerts

Be the first to know and let us send you an email when Jagruti Business Centre & Jagruti Digital Service posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share