Great Odia

Great Odia Mission for natural life in nature.

ଛାତ୍ର ଛାତ୍ରୀ ଙ୍କ କାର୍ଯ୍ୟ ରେ ଅସନ୍ତୁଷ୍ଟ  ଅଧ୍ୟାପକ ଙ୍କ ପାଇଁ କ'ଣ ବ୍ୟବସ୍ଥା ରହିଛି ?
21/08/2023

ଛାତ୍ର ଛାତ୍ରୀ ଙ୍କ କାର୍ଯ୍ୟ ରେ ଅସନ୍ତୁଷ୍ଟ ଅଧ୍ୟାପକ ଙ୍କ ପାଇଁ କ'ଣ ବ୍ୟବସ୍ଥା ରହିଛି ?

ଓଡ଼ିଶାରେ କେବେ ?
16/07/2023

ଓଡ଼ିଶାରେ କେବେ ?

16/07/2023

ରାଜନୈତିକ ନେତା ମାନେ ଜନ ସେବକ ନ ହୋଇ ଜନ ଶୋଷକ ହେଲେ କଥା ସରିଲା

14/07/2023

ଏବେ ଆମେ ପାକିସ୍ଥାନ ସହିତ ସମକକ୍ଷ। ସେଠାରେ ଟମାଟୋ କିଲୋ ୨୦୦ । ଭାରତରେ ବି ୨୦୦ ।

08/05/2023
16/03/2023

ଡ୍ରାଇଭର ମହାସଂଘ ସହ ବିଜେପି ଅଛି ବୋଲି ଘୋଷଣା ହେଲା, ତାହାହେଲେ ସାଧାରଣ ଲୋକଙ୍କ ସହ କିଏ ଅଛି? ସେଇଟା ବି ଘୋଷଣା ହେଉ।

Paddy field
11/10/2022

Paddy field

05/08/2022

କର୍ମ ସଂସ୍କୃତି ମାନବ ସଭ୍ୟତା ର ଆଧାର। ଏହାକୁ ଲୁପ୍ତ ହେବାକୁ ଦିଆ ନଯାଉ ।

01/02/2022

ଏପଟେ ଧାନ ର ଅଭାବୀ ବିକ୍ରି। ସେପଟେ ପଞ୍ଚାୟତ ନିର୍ବାଚନ। ନେତା ଓ ଜନତା ଉଭୟ ନିର୍ଲଜ।

09/05/2021

ସୁସ୍ଥ ଜୀବନ ପାଇଁ ଚାଷୀ ଠାରୁ କିଣିବାର ସମୟ ଆସିଛି ।

15/04/2021

ମାନବ ସମାଜକୁ ଖାଦ୍ୟ ଯୋଗାଇବାକୁ ଉଦ୍ୟମରତ ଚାଷୀ କୂଳକୁ ପ୍ରଣାମ ।

Address

Banpur

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+919438731057

Website

Alerts

Be the first to know and let us send you an email when Great Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Great Odia:

Share