Dillip Bhuyan

Dillip Bhuyan Contact information, map and directions, contact form, opening hours, services, ratings, photos, videos and announcements from Dillip Bhuyan, Business consultant, Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,, Bhubaneswar.

Sunset at my office Balcony
08/03/2025

Sunset at my office Balcony

04/09/2023

Tamilnadu Minister, Udhayanidhi publicly called to finish 'Sanatan' which is like Dengue & Malaria.
This converted man probably believes that people from Mars or other continents impregnated his ancestors.

13/08/2023
Harley Davidson (William Harley and Arthur Davidson)
10/08/2023

Harley Davidson (William Harley and Arthur Davidson)

03/02/2023

Every Budget
Poor = Subsidy Rich = Rebate
Middle Class
See TV & Debate

ଯୁବ ଓଡ଼ିଆ ଇଂଜିନିୟର ଆଶିଷଙ୍କ ଦ୍ଵାରା ଓଡ଼ିଆ ସିନେମା 'ପ୍ରତୀକ୍ଷା'ର  ସୁପରହିଟ ଗୀତ
14/12/2022

ଯୁବ ଓଡ଼ିଆ ଇଂଜିନିୟର ଆଶିଷଙ୍କ ଦ୍ଵାରା ଓଡ଼ିଆ ସିନେମା 'ପ୍ରତୀକ୍ଷା'ର ସୁପରହିଟ ଗୀତ

Presenting the full video of the most awaited song of Pratikshya - "Kaha Re Akasha" sung by Ashish Pradhan, lyrics by Durga Madhab Panda and composed by Anke...

Many people work & surviveSome talk about them & survive better
29/11/2022

Many people work & survive
Some talk about them & survive better

03/11/2022

ବାଙ୍କ ବାବୁଙ୍କୁ ବସ୍ତିର କିଛି ପିଲା ପଚାରୁଥିଲେ, ଆଜି ସୁଦଶାବ୍ରତ, କେହି ---ବାଦୀ କେଉଁଠି ମାଗଣା ଚିକେନ୍ ବିରିୟାନି ବାଣ୍ଟୁଛନ୍ତି କି ନାହିଁ।
ସେମାନେ ଫଟୋ ବି ଉଠେଇବେ, ବାଇଟ ବି ଦେବେ

30/10/2022

*ଗେଣ୍ଡୁବାଦୀ* :
ସକାଳୁ ଛକରେ ବାଙ୍କବାବୁ ଦେଖାହେଲେ, ନିଜ ବେକରେ ଗେଣ୍ଡୁମାଳ ପକେଇ, ରାସ୍ତାରୁ ଡାକି ଡାକି ଲୋକଙ୍କୁ ଗେଣ୍ଡୁମାଳ ପିନ୍ଧାଉଥିଲେ। ପାଖରେ ବ୍ୟାନର ଲାଗିଛି, *ଗେଣ୍ଡୁବାଦୀ*

ପଚାରିଲି, କଣ ଚାଲିଛି?
ବାଙ୍କବାବୁ ଉତ୍ତର ଦେଲେ, ଦିଲ୍ଲୀପ ବାବୁ, ଆମେମାନେ 'ଗେଣ୍ଡୁବାଦୀ'. ଆମ ପାଖରେ ଧନସମ୍ପତ୍ତି ଅଛି, କିଛି କାମ ନାହିଁ। ଆମକୁ କେହି ଚିହ୍ନୁ ନାହାନ୍ତି କି ପଚାରୁ ନାହାନ୍ତି। କିଛି ଗୋଟାଏ ଲୋକ ଦେଖାଣିଆ କରି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛୁ। ଆମେ ଫ୍ରି ଅଛୁ, ପରିଚୟ ଓ ଚର୍ଚ୍ଚା ଟିକେ ଦରକାର

ପାଖରେ କ୍ୟାମେରା ଧରି ଠିଆ ହୋଇଥିବା କିଛି ବ୍ୟକ୍ତିଙ୍କୁ ପଚାରିଲି, ଆପଣମାନେ କଣ କରୁଛନ୍ତି? ସେମାନେ ଉତ୍ତର ଦେଲେ, ବାଙ୍ଗୁରୁ ଭୋଳ, ବାଗୁସାନ, କେ. ପିଚିକା, ନାଗାର୍ଚ୍ଚନା ପରେ ଆଉ କିଛି ମସଲା ହାତରେ ନାହିଁ। ବିନା ମସଲାରେ ଦର୍ଶକଙ୍କୁ କଣ ଖାଲି ନିଉଜ ଦେଖେଇବୁ?

ଫେରିଲା ବେଳକୁ ଭାବୁଥିଲି, ଯଦି ମୁଁ ନିଜକୁ ନବନିର୍ମିତ *ଗୋଲାପବାଦୀ* ମାନଙ୍କର ଆତ୍ମ ଘୋଷିତ ପ୍ରତିନିଧି ଭାବେ ଅଭିହିତ କରି, ଗେଣ୍ଡୁବାଦୀଙ୍କ ମାଳ ବଣ୍ଟନ କାର୍ଯ୍ୟକ୍ରମ ବିରୋଧରେ କୋର୍ଟରେ ଗୋଟିଏ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରିଦିଅନ୍ତି, ତେବେ ମୋତେ ବି କିଛିଲୋକ ଚିହ୍ନି ଯାଆନ୍ତେ 🤨🤨

Address

Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,
Bhubaneswar
751022

Website

Alerts

Be the first to know and let us send you an email when Dillip Bhuyan posts news and promotions. Your email address will not be used for any other purpose, and you can unsubscribe at any time.

Share