Mission Bissam Cuttack Panchayat 2022

Mission Bissam Cuttack Panchayat 2022 ପଦବୀ ନୁହେଁ ପ୍ରଗତି ଚାହେଁ , ସ୍ୱାର୍ଥ ନୁହେଁ ସମ୍ପର୍କ ଚାହେଁ, ସ୍ୱପ୍ନ ଆପଣଙ୍କ ଦାୟିତ୍ୱ ମୋର

27/09/2022
ନିର୍ବାଣ trust ,AFSA ସଙ୍ଘ ଏବଂ ଶଙ୍କର ନେତ୍ରାଳୟ ସମର ଝୋଲା ହିଂଜିଲି କାଟୁ ର ମିଳିତ ଆନୁକୂଲ୍ୟ ରେ ନିଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହେଇଯା...
04/09/2022

ନିର୍ବାଣ trust ,AFSA ସଙ୍ଘ ଏବଂ ଶଙ୍କର ନେତ୍ରାଳୟ ସମର ଝୋଲା ହିଂଜିଲି କାଟୁ ର ମିଳିତ ଆନୁକୂଲ୍ୟ ରେ ନିଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହେଇଯାଇଛି ଏଥିରେ ନିର୍ବାଣ trust ମୁଖ୍ୟ ସ୍ୱାମୀ ନିର୍ବାଣା ନନ୍ଦ ଗିରି ,AFSA ସଙ୍ଘର ସଭାପତି ଦିଲିପ ,ରାମୁ,ଯୋଗେନ୍ଦ୍ର,ସନ୍ତୋଷ,ଇକବାଳ,କିନୁ, ଲିଚୁ,ଗୌରୀ,ପ୍ରତୀକ,
ମାନଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା, ବିଷମ କଟକ ର ସ୍ବେଛାସେବୀ ଦିଲିପ ପଟନାୟକ(Ex-vice chairman),ବ୍ଲକ vice chairman ଦେବୀ ପଟ୍ଟନାୟକ, ସରପଞ୍ଚ ଶ୍ରୀମତୀ ନମିତା କୁଳୁଷିକା,ଚାଂଚରାଗୁଡା ସରପଞ୍ଚ ଶ୍ରୀମତୀ ଚଂଚଳା ୱାଡାକା ମୁଖ୍ୟ ଅତିତ୍ତି ଦ୍ବୀପ ପ୍ରଜ୍ୱଳନ ସମାହାର କରି କାର୍ଯ୍ୟ ତଦାରଖ କରିଥିଲେ ,ପଞ୍ଜିକୃତ 305 ଜଣ କରିଥିଲେ, ଏଥିରୁ 52 ଜଣ ଙ୍କୁ ନିଶୁଳ୍କ ଚଷମା ବଣ୍ଟନ କରାଯାଇଥିଲା, ଏଥିରୁ 98 ଲୋକଙ୍କୁ ନିଶୁଳ୍କ ଅସ୍ତ୍ର ପ୍ରଚାର ପାଇଁ ଶଙ୍କର ନେତ୍ରାଲୟ,ସମରଝୋଲା ହିଂଜିଲି କାଟୁ ନିଜସ୍ୱ ବସ ଜଗେ ପଠାଯାଇଥିଲା ।

ଏଥି ପାଇଁ ସହଯୋଗ କରିଥିବା AFSA ଯୁବ ଗଷ୍ଟି ଙ୍କୁ ବହୁତ ବହୁତ ଧନ୍ୟବାଦ ।

ଚୋକ୍ଷୁ ଶିବିର ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ପଞ୍ଜିକୃତର ପ୍ରକ୍ରିୟା  କରା ଯାଉଛି ଶିଘ୍ର ଆସି ପଞ୍ଜିକୃତ କରି ନିୟନ୍ତୁ ।
04/09/2022

ଚୋକ୍ଷୁ ଶିବିର ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ପଞ୍ଜିକୃତର ପ୍ରକ୍ରିୟା କରା ଯାଉଛି ଶିଘ୍ର ଆସି ପଞ୍ଜିକୃତ କରି ନିୟନ୍ତୁ ।

02/09/2022

ଆମ ପଞ୍ଚାୟତ ଗ୍ରାମ ବାସୀ ଙ୍କ ପାଇଁ AFSA ସଂଘଠନ ଦ୍ୱାରା ଏକ ସୁନ୍ଦର ପଦକ୍ଷପ ନିଆଯାଇଛି, ଯେଉଁ ମାନଙ୍କର ଭି ଆଖି (EYE)ର ଅସୁବିଧା ଅଛି ସେମାନ ଙ୍କ ପାଇଁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟଜନ କରା ଯାଉଅଛି ସ୍ଥାନ;- ବିଷମ କଟଜ ମୁଖ୍ୟ ରାସ୍ତା, କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ୦୪/୦୦୯/୨୦୨୨ ତାରିଖ ରବିବାର ଦିନ କରା ଯାଇଛି ,ଆପଣ ମାନଙ୍କୁ ଅନୁରୋଧ ଯାହାର ଭି ଚକ୍ଷୁ ର ଅସୁବିଧା ଅଛି ସେମାନେ ଶିବିର କୁ ଆସି ନିଜର ବା ନିଜ ପରିବାରର ନାମ ପଞ୍ଜିକୃତ କରେଇ ମାଗଣା ଚକ୍ଷୁ ଶିବିରର ଲୁପ୍ତ ଉଠେଇ ପାରିବେ ।
ଅଧିକ ସୂଚନା ପାଇଁ ଯୋଗା ଯୋଗ କରନ୍ତୁ- +917077587097,
+919668690142

ମୁଁ ବିଷମ କଟକ ଗ୍ରାମ ପଞ୍ଚାୟତ ଆମ ସାନ ସାହି ଯୁବପିଡ଼ି ଙ୍କୁ ବହୁତ ବହୁତ ସାଧୁବାଦ ସହ ଧନ୍ୟବାଦ ଦେବାକୁ ଚାହୁଁଚି କାହିଁକି ନା ଏମାନେ ନିଜ ଅଞ...
28/08/2022

ମୁଁ ବିଷମ କଟକ ଗ୍ରାମ ପଞ୍ଚାୟତ ଆମ ସାନ ସାହି ଯୁବପିଡ଼ି ଙ୍କୁ ବହୁତ ବହୁତ ସାଧୁବାଦ ସହ ଧନ୍ୟବାଦ ଦେବାକୁ ଚାହୁଁଚି କାହିଁକି ନା ଏମାନେ ନିଜ ଅଞ୍ଚଳ ସହ ପଞ୍ଚାୟତ କୁ ସ୍ୱଚ୍ଛ,ସୁନ୍ଦର ଓ ସ୍ୱାସ୍ତ୍ୟ ରଖିବାରେ ଏମାନଙ୍କ ଅବଦାନ ବହୁ ମାତ୍ରା ରେ ଉଚକୋଟିର ଏପରି ସବୁ ଯୁବ ପିଡ଼ି ସ୍ୱଇଛା ରେ ନିଜ ନିଜ ଅଞ୍ଚଳ ସଫା କରିବାରେ ସାହଯ୍ୟ ସହଯୋଗ କରିବେ ମାନେ ସତରେ ଆମ ପଞ୍ଚାୟତର ସବୁ ଜନ ସାଧାରଣ ଙ୍କ ଜୀବନ ଶୈଳୀ କିଛି ଅଲଗା ରୂପରେଖା ରେ ଗଡି ଉଠିବ ,ପୁଣି ଥରେ ଧନ୍ୟବାଦ ନିଜ ନିଜ ଅଞ୍ଚଳ କୁ ମଇଳା ମୁକ୍ତ ରଖିବାରେ ପଞ୍ଚାୟତ କୁ ସହଯୋଗ କରିବାରୁ ।

ରାସ୍ତା ରେ ଆବର୍ଜନା ପକାନ୍ତୁ ନାହିଁ ପଞ୍ଚାୟତ ଟ୍ରାକଟରେ ପକାନ୍ତୁ

ସୌଜନ୍ୟ
ବିଷମ କଟକ ପଞ୍ଚାୟତ

ଆମ ବିଷମ କଟକ ପଞ୍ଚାୟତ ଏବଂ ପଞ୍ଚାୟତ ର ଜନ ସାଧାରଣ ଙ୍କ ପାଇଁ ବହୁତ ଦୁଃଖର ବିଷୟ ଏହା ଆପଣଙ୍କ ଦୃଷ୍ଟି ଗୋଚର କୁ ଆଣିବାକୁ ବାଧ୍ୟ ହେଲୁ କାରଣ ଆ...
22/08/2022

ଆମ ବିଷମ କଟକ ପଞ୍ଚାୟତ ଏବଂ ପଞ୍ଚାୟତ ର ଜନ ସାଧାରଣ ଙ୍କ ପାଇଁ ବହୁତ ଦୁଃଖର ବିଷୟ ଏହା ଆପଣଙ୍କ ଦୃଷ୍ଟି ଗୋଚର କୁ ଆଣିବାକୁ ବାଧ୍ୟ ହେଲୁ କାରଣ ଆପଣ ଙ୍କ ସମସ୍ୟା ଆମ ସମସ୍ୟା ,ଆପଣ ମାନେ ଭାବୁଥିବେ ପଞ୍ଚାୟତ ର ଉନ୍ନତି କାହିଁକି ହେଉନାହିଁ , ଆପଣ ଆଜିକାର ଖବର କାଗଜ ପଡ଼ନ୍ତୁ,ଏବଂ ଜାଣନ୍ତୁ ଯେ ଆମ ପଞ୍ଚାୟତ କିପରି ନ ଚଲେଇବା ପାଇଁ କୁ-ଚକ୍ରାନ୍ତ କାରି କୁ-ଚକ୍ର ରେ ଲାଗିପଡିଛନ୍ତି । କୋଉ ନା କୋଉ ମାଧ୍ୟମରେ ।

ଆଜିକାଲି ବିଷମ କଟକ ରେ bike ଏବଂ ଅନ୍ୟ ଜିନିଷ ଚୋରି ହେବା ସାଧାରଣ ହେଇଗଲା କିନ୍ତୁ ଆଶ୍ଚଯ୍ୟର କଥା ଏବେ ପିଲା ଭି ଚୋରି ହେଳାଣି ।ତେଣୁ ସାଧାରଣ...
20/08/2022

ଆଜିକାଲି ବିଷମ କଟକ ରେ bike ଏବଂ ଅନ୍ୟ ଜିନିଷ ଚୋରି ହେବା ସାଧାରଣ ହେଇଗଲା କିନ୍ତୁ ଆଶ୍ଚଯ୍ୟର କଥା ଏବେ ପିଲା ଭି ଚୋରି ହେଳାଣି ।

ତେଣୁ ସାଧାରଣ ଜନତା କୁ କରମର୍ଦ୍ଧନ କରି ଅନୁରୋଧ ଘର ଭଡା ଦେବା ସମୟରେ ପଇସା ଲାଲସା ନ ହେଇ ଭଡା ରହିବା ଲୋକଙ୍କର କାଗଜ ପତ୍ର ଯାଞ୍ଚ କରନ୍ତୁ ,ତାଙ୍କ କାଗଜ ପତ୍ର ର ଗୋଟେ ନକଲ ପଲିସକୁ ଆବା ନିଜ ପାଖରେ ରଖନ୍ତୁ ,ଖାସ କରି ରହିଜ୍ଞା ମାନଙ୍କ ର ପ୍ରକପ ବହୁତ ହେଲାଣି ସେମାନଙ୍କ ବିଲକୁଲ ଭି ଭଡା ଦୀୟନ୍ତୁ ନାହିଁ ,ସେମାନେ ଫେରିବାଲା,ଘର ମିସ୍ତ୍ରୀ ହେଇ ବଙ୍ଗାଳ ରୁ ଆସିଛି କହୁଛନ୍ତି ସେମାନେ ହିଁ ମୁଖ୍ୟ ଚୋରି କରିବାର ଜଡ଼ ସାଜିଛନ୍ତି ।

ସୌଜନ୍ୟ
ପଞ୍ଚାୟତ ବିଷମ କଟକ

୩୨ ରୁ ମାତ୍ର ୯ ହିତାଧିକାରୀ ଙ୍କ ଘର ତଦନ୍ତ ।
12/08/2022

୩୨ ରୁ ମାତ୍ର ୯ ହିତାଧିକାରୀ ଙ୍କ ଘର ତଦନ୍ତ ।

04/08/2022

ସମସ୍ତ ଜନ ସାଧାରଣ ଙ୍କୁ ଅନୁରୋଧ ଏମିତି ଟ୍ରାକଟର ରେ ନିଜ ନିଜ ଘରର ବା ଦୋକାନ ବଜାର ର ଅଳିଆ ଆବର୍ଜନା କୁ ଟ୍ରାକଟର ରେ ପକାନ୍ତୁ ,ବିଷମ କଟକ ଗ୍ରାମ ପଞ୍ଚାୟତ କୁ ସ୍ୱଚ୍ଛ ସୁନ୍ଦର ଏବଂ ସୁସ୍ତ ରଖିବାରେ ସହାୟ ହୁଅନ୍ତୁ ।

ଦୟା କରି ରାସ୍ତା ମଝିରେ ଅଳିଆ ଆବର୍ଜନା ନୋ ପକାଇ Dustbin ରେ ରଖୀ ଟ୍ରାକଟର ରେ ପକାନ୍ତୁ ।
ପାନୀୟ ଜଳର ସଠିକ ବ୍ୟବହାର କରନ୍ତୁ ।
ପାନୀୟ ଜଳ tap କୁ ବ୍ୟବହାର ପରେ ବନ୍ଦ କରନ୍ତୁ ।
ପାନୀୟ ଜଳ ପାଇଁ ମୋଟର ର ବ୍ୟବହାର ନ କରି ସମସ୍ତେ ଯେପରି ପାନୀୟ ଜଳ ପାଇ ପାରିବେ ତା ପ୍ରତି ଧ୍ୟାନ ଦୀୟନ୍ତୁ ।

ସୌଜନ୍ୟ
ବିଷମ କଟକ ପଞ୍ଚାୟତ

हर घर तिरंगा ,13 से 15 तक हर घर तिरंगा लहराईये  #तिरंगा के लिए नजदीक पोस्ट ऑफिस  सम्पर्क करें ।
04/08/2022

हर घर तिरंगा ,13 से 15 तक हर घर तिरंगा लहराईये
#तिरंगा के लिए नजदीक पोस्ट ऑफिस सम्पर्क करें ।

26/07/2022

ପୂର୍ତ୍ତ ବିଭାଗ ଅଧିକାରୀ ମାନେ ଆଉ କେତେ ଦିନ ସାଧାରଣ ଜନତାଙ୍କ ଟେକ୍ସ ପଇସାକୁ ହରିଲୁଟ କରିବ ,ସବୁଠି ଖାଲି ବେଇମାନ ଭରି ଅଛନ୍ତି,ଏଇ ବିଭାଗ ବଲି ନୁହଁ ସବୁ ବିଭାଗ ର ତଦନ୍ତ ହେବା ଦରକାର,ସାଧାରଣ ଜନତାଙ୍କୁ ଆଉ କେତେ ଦିନ ଭୁଆଁ ବୁଲେଇବ ।

Address

Bissam Cuttack Panchayat, Odisha, India
Bissam Cuttack
765019

Telephone

+918249889080

Website

Alerts

Be the first to know and let us send you an email when Mission Bissam Cuttack Panchayat 2022 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mission Bissam Cuttack Panchayat 2022:

Share