Karan Xerox- କରନ ଜେରକ୍ସ

Karan Xerox- କରନ ଜେରକ୍ସ "Your Trusted Partner for Digital, Banking & Public Services."

23/09/2026

(+3) ନାମଲେଖାକୁ ନେଇ ଦ୍ୱନ୍ଦରେ ଅଛନ୍ତି କି?
ଯଦି ଆପଣ (+3) ନାମଲେଖା ପାଇଁ ଆବେଦନ କରିଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ!

ମେରିଟ୍ ଲିଷ୍ଟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ: କଲେଜରେ କେବେ ଏବଂ କିପରି ନାମଲେଖା ହେବ? କେଉଁ କାଗଜପତ୍ର (Documents) ଆବଶ୍ୟକ?

ଚୟନ ହୋଇନଥିବା ଛାତ୍ରଛାତ୍ରୀ: ପରବର୍ତ୍ତୀ ପର୍ଯ୍ୟାୟ (Slide-up / Second Selection / Spot Admission) ପାଇଁ କ’ଣ କରିବାକୁ ପଡ଼ିବ?

👉 ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ପୂରା ଭିଡିଓ / ପୋଷ୍ଟ୍ ଦେଖନ୍ତୁ ଏବଂ ନିଜ ବନ୍ଧୁମାନଙ୍କ ସହ ଶେୟାର୍ କରନ୍ତୁ।

ବ୍ୟାଙ୍କ ଧର୍ମଘଟର କାରଣ: କର୍ମଚାରୀଙ୍କ ୩ଟି ମୁଖ୍ୟ ଦାବି ଜାଣନ୍ତୁ!ଜରୁରୀ ବ୍ୟାଙ୍କିଙ୍ଗ ସୂଚନା! ବ୍ୟାଙ୍କ କର୍ମଚାରୀ ୟୁନିଅନ୍ ନିଜର କିଛି ଗୁର...
23/09/2026

ବ୍ୟାଙ୍କ ଧର୍ମଘଟର କାରଣ: କର୍ମଚାରୀଙ୍କ ୩ଟି ମୁଖ୍ୟ ଦାବି ଜାଣନ୍ତୁ!

ଜରୁରୀ ବ୍ୟାଙ୍କିଙ୍ଗ ସୂଚନା! ବ୍ୟାଙ୍କ କର୍ମଚାରୀ ୟୁନିଅନ୍ ନିଜର କିଛି ଗୁରୁତ୍ୱପୂର୍ଣ୍ଣ ଦାବି ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ସପ୍ତାହକୁ 5 ଦିନ କାମ (ସବୁ ଶନିବାର-ରବିବାର ଛୁଟି), ନୂତନ ନିଯୁକ୍ତି ଏବଂ ପେନସନ୍ ସଂଶୋଧନ ଭଳି ମୁଖ୍ୟ ଦାବି ସେମାନେ ଉଠାଇଛନ୍ତି। ଆପଣଙ୍କ ଜରୁରୀ ବ୍ୟାଙ୍କ କାମ ସମୟ ପୂର୍ବରୁ ସାରିଦିଅନ୍ତୁ। ଅଧିକ ଜାଣିବା ପାଇଁ ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଅପଡେଟ୍ ପାଇଁ Follow କରନ୍ତୁ।

22/09/2026

ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଆବେଦନର ଶେଷ ତାରିଖ ।

ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ପାଇଁ ଆବେଦନ କରିବାର ଶେଷ ତାରିଖ ୨୯.୦୯.୨୦୨୬।
ଛାତ୍ରଛାତ୍ରୀମାନେ ଶେଷ ତାରିଖ ପୂର୍ବରୁ ନିଜର ଆବେଦନ ସମ୍ପୂର୍ଣ୍ଣ କରନ୍ତୁ।

21/09/2026

(+3) Phase-2 ନାମଲେଖା ମେରିଟ୍ ଲିଷ୍ଟ

ଆସନ୍ତା 23.09.2026 ତାରିଖ, 4:00 PM ରେ (+3) Phase-2 ନାମଲେଖାର ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ସମସ୍ତ ଛାତ୍ରଛାତ୍ରୀ ନିଜର ମେରିଟ୍ ଲିଷ୍ଟ ଯାଞ୍ଚ କରନ୍ତୁ ଏବଂ ନାମଲେଖା ସମ୍ପର୍କିତ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ।

ଏହି ସୂଚନାକୁ ନିଜ ସାଙ୍ଗସାଥୀ ଓ ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ସହିତ ସେୟାର୍ କରନ୍ତୁ।



21/09/2026

(+2) Phase-2 ସ୍ପଟ୍ ନାମଲେଖା ସୂଚନା

(+2) Phase-2 ସ୍ପଟ୍ ନାମଲେଖା ପାଇଁ ଚୟନ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ମନୋନୀତ ଛାତ୍ରଛାତ୍ରୀମାନେ 22.09.2026 ରୁ 25.09.2026 ମଧ୍ୟରେ ନିଜ ଚୟନ ହୋଇଥିବା ସ୍କୁଲକୁ ଯାଇ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହିତ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଶେଷ ତାରିଖ ପୂର୍ବରୁ ଆପଣଙ୍କ ଆଡମିଶନ ନିଶ୍ଚିତ କରନ୍ତୁ।

21/09/2026

(+2) SPOT ନାମଲେଖା | ମେଧା ତାଲିକା ଓ ଅପେକ୍ଷା ତାଲିକା ପ୍ରକାଶ

(+2) SPOT ନାମଲେଖା ପାଇଁ ଅନଲାଇନ୍ SPOT ଚୟନର ମେଧା ତାଲିକା ଓ ଅପେକ୍ଷା ତାଲିକା 21.09.2026 ଅପରାହ୍ନ 03:00ଟାରେ ପ୍ରକାଶ ପାଇବ।
ବାକିଥିବା ସିଟ୍‌ର 10 ଗୁଣା ଆଧାରରେ ତାଲିକା ପ୍ରକାଶ କରାଯିବ।

#ଯୁକ୍ତଦୁଇ ାମଲେଖା

20/09/2026

ଜରୁରୀ ସୂଚନା! +3 ନାମଲେଖା (Phase-2) ଆଜି ଶେଷ ତାରିଖ ।

+3 ନାମଲେଖା (Phase-2) ଅନଲାଇନ୍ ଆବେଦନର ଆଜି ଶେଷ ତାରିଖ!

ଯେଉଁ ଛାତ୍ରଛାତ୍ରୀମାନେ +3 ନାମଲେଖା ପାଇଁ ଆବେଦନ କରିନାହାଁନ୍ତି, ସେମାନେ ଆଜି ରାତି 11:45 PM ପୂର୍ବରୁ ନିଜ ମୋବାଇଲ୍ ଫୋନ୍‌ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଶେଷ ସମୟର ନେଟୱାର୍କ ସମସ୍ୟାରୁ ବଞ୍ଚିବା ପାଇଁ ଯଥାଶୀଘ୍ର ଆବେଦନ କରନ୍ତୁ।

👉 ସୁଯୋଗ ହାତଛଡ଼ା କରନ୍ତୁ ନାହିଁ!

19/09/2026

(+3) Phase-II ଅନଲାଇନ୍ ଆବେଦନର
ଶେଷ ତାରିଖ 20-Sep-2026

(+3) Phase-II ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ 20-Sep-2026, ରାତି 11:45 PM

ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଶେଷ ତାରିଖ ପୂର୍ବରୁ ଅନଲାଇନ୍ ଆବେଦନ କରନ୍ତୁ।

#ଅନଲାଇନ୍ଆବେଦନ #ନାମଲେଖା #ଛାତ୍ରଛାତ୍ରୀ #ଓଡ଼ିଶାଶିକ୍ଷା #କଲେଜନାମଲେଖା

Merchant QR କି Personal QR? କେମିତି ଜାଣିବେ ପାର୍ଥକ୍ୟ!​ଦୋକାନରେ UPI payment କରିବା ସମୟରେ QR code ଦେଖି କେମିତି ଜାଣିବେ ଏହା Merch...
17/09/2026

Merchant QR କି Personal QR? କେମିତି ଜାଣିବେ ପାର୍ଥକ୍ୟ!
​
ଦୋକାନରେ UPI payment କରିବା ସମୟରେ QR code ଦେଖି କେମିତି ଜାଣିବେ ଏହା Merchant QR ନା Personal QR?

​Merchant QR: ଦୋକାନ କିମ୍ବା ବ୍ୟବସାୟର ନାମ ଦେଖାଯାଏ, ଅଫିସିଆଲ୍ standee ରହିଥାଏ ଏବଂ ଏହା verified merchant UPI ID ସହ ଲିଙ୍କ୍ ହୋଇଥାଏ।

​Personal QR: ସାଧାରଣତଃ ବ୍ୟକ୍ତିଗତ ନାମ ଓ normal UPI ID ଥାଏ, ଏଥିରେ କୌଣସି merchant setup ନଥାଏ।

​ସତର୍କତା: Payment କରିବା ପୂର୍ବରୁ receiver name ଏବଂ UPI ID ଭଲ ଭାବରେ ଯାଞ୍ଚ କରିନିଅନ୍ତୁ, ଯାହାଦ୍ୱାରା ଆପଣ ଭୁଲ୍ କାରବାରରୁ ବଞ୍ଚିପାରିବେ।

Address

Barpadar
Patnagarh
767041

Website

Alerts

Be the first to know and let us send you an email when Karan Xerox- କରନ ଜେରକ୍ସ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share